Contact: +91 844 894 1008
bgwebsite_logo
Bhagavad Gita
The Song of God

Dedication

Jagadguru Shree Kripalu ji Maharaj

ଭଗବଦ୍ ଗୀତାର ଏହି ବ୍ୟାଖ୍ୟା, ମୋର ଶ୍ରଦ୍ଧେୟ ଆଧ୍ୟାତ୍ମିକ ଗୁରୁ, ଜଗଦ୍‌ଗୁରୁ ଶ୍ରୀ କୃପାଳୁଜୀ ମହାରାଜଙ୍କ ପ୍ରତି ଉତ୍ସର୍ଗୀକୃତ, ଯିଏ ମାନବ ଜାତିକୁ ଈଶ୍ୱରୀୟ ଜ୍ଞାନର ବିଶୁଦ୍ଧ ରଶ୍ମିରେ ଉଦ୍‌ଭାସିତ କରୁଛନ୍ତି । ଭଗବାନଙ୍କ ଦିବ୍ୟ ପ୍ରେମରେ ନିମଜ୍ଜିତ ହୋଇ ସେ ସମଗ୍ର ଭୂମଣ୍ଡଳକୁ ସେଥିରେ ପ୍ଲାବିତ କରୁଛନ୍ତି । ପାଶ୍ଚାତ୍ୟ ଦେଶମାନଙ୍କରେ ବୈଦିକ ସାହିତ୍ୟର ପ୍ରଚାର କରିବା ପାଇଁ ଯେଉଁ ନିର୍ଦ୍ଦେଶ ତାଙ୍କଠାରୁ ମୋତେ ମିଳିଥିଲା, ଭଗବଦ୍ ଗୀତାର ଟୀକା ସେହି ଉଦ୍ଦେଶ୍ୟରେ ଲେଖାଯାଇଛି । ମୁଁ ପ୍ରାର୍ଥନା କରୁଛି, ତାଙ୍କ ଆଶୀର୍ବାଦରୁ ଜ୍ଞାନ ପ୍ରାପ୍ତିର ପଥରେ ସତ୍ୟାନ୍ୱେଷି ବ୍ୟକ୍ତିଙ୍କର ପଥ ପ୍ରଦର୍ଶନ କରିବାରେ ପୁସ୍ତକଟି ସହାୟକ ହେବ ।

ସ୍ୱାମୀ ମୁକୁନ୍ଦାନନ୍ଦ

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!